Books
Books
رسول الإسلام محمد صلى الله عليه وسلم
ଅନନ୍ତ କୃପାଶୀଳ , ଅପାର ଦୟାମୟ ଅଲ୍ଲାହଙ୍କ ନାମରେ ପ୍ରାରମ୍ଭ । ଇସଲାମର ଧର୍ମପ୍ରଚାରକ /ନବି / ରସୁଲ ମୁହମ୍ମଦ ସଲ୍ଲଲ୍ଲାହୁ ଅଲୈହି ୱ ସଲ୍ଲମ୍ । ଇସଲାମର ଧର୍ମପ୍ରଚାରକ /ନବି / ରସୁଲ ମୁହମ୍ମଦ (ସଲ୍ଲଲ୍ଲାହୁ ଅଲୈହି ୱ ସଲ୍ଲମ୍) ଙ୍କର ଏକ ସଂକ୍ଷିପ୍ତ ସମୀକ୍ଷା, ଯେଉଁଥିରେ ମୁଁ ତାଙ୍କ ନାମ, ବଂଶ, ଦେଶ, ବିବାହ, ବାର୍ତ୍ତା, ସେ ଯାହା ଆହ୍ଵାନ କରିଛନ୍ତି, ନବି ହେବାର ଚିହ୍ନ, ତାଙ୍କ ନିୟମ, ଏବଂ ତାଙ୍କ ପ୍ରତି ବିରୋଧୀଙ୍କ ଆଭିମୁଖ୍ୟ ଇତ୍ୟାଦି ବିଷୟରେ ଆଲୋଚନା କରିଛି । [1] [1] ଅନୁବାଦକୁ ଧ୍ୟାନରେ ରଖି ମୁଁ ସର୍ବଦା ମୁହମ୍ମଦ (ﷺ)ଙ୍କ ଦୁଇଟି ଶବ୍ଦକୁ ଏକତ୍ର କରିବାକୁ ନିଶ୍ଚିତ କରିଥିଲି, ତେଣୁ ଏହା ଧ୍ୟାନ ଦିଆଯାଉ । ୧) ତାଙ୍କର(ﷺ) ନାମ, ବଂଶ, ଏବଂ ସହର ଯେଉଁଠାରେ ସେ ଜନ୍ମ ହୋଇଥିଲେ ଏବଂ ବଢିଥିଲେ । ନବି ମୁହମ୍ମଦ ବିନ୍…
ଏଥିରେ ଇସଲାମ ବିଷୟରେ ଏକ ସଂକ୍ଷିପ୍ତ ବାର୍ତ୍ତା ଦର୍ଶାଯାଇଛି, ଯେପରି ପବିତ୍ର କୁରାନ ଏବଂ ଧର୍ମପ୍ରଚାରକ/ ନବି(ﷺ)ଙ୍କ ବାଣୀ ( ସୁନ୍ନତ)ରେ ଦର୍ଶାଯାଇଛି ।
ଅନନ୍ତ କୃପାଶୀଳ , ଅପାର ଦୟାମୟ ଅଲ୍ଲାହଙ୍କ ନାମରେ ପ୍ରାରମ୍ଭ । (ବିସ୍ମିଲ୍ଲାହିର୍ରହ୍ମାନିର୍ରହୀମ୍) ଇସଲାମ ( ପ୍ରମାଣର ଏକ ଛୋଟ ସଂସ୍କରଣ ) (୧) ଏହି ବାର୍ତ୍ତାର ଆଉ ଏକ ଅନ୍ୟ ନକଲ କପି ଅଛି , ଯେଉଁଥିରେ ଥିବା ପ୍ରତ୍ୟେକ ପ୍ରସଙ୍ଗ ପବିତ୍ର କୁରାନ ଏବଂ ନବିଙ୍କ ସୁନ୍ନତରୁ ପ୍ରମାଣ ସହିତ ସଜ୍ଜିତ । ତେଣୁ ଆପଣ ଏହାକୁ ଲିଙ୍କ୍ ମାଧ୍ୟମରେ ଦେଖିପାରିବେ । https://islamhouse.com/ar/books/2830071. ଏହି ଲେଖଟି ହେଉଛି ଏକ ଗୁରୁତ୍ୱପର୍ଣ୍ଣ ବାର୍ତ୍ତା ଯେଉଁଥିରେ ଇସଲାମର ଏକ ସଂକ୍ଷିପ୍ତ ସଜ୍ଞା ରହିଛି ଯାହା ଏହାର ମୂଳ ଉତ୍ସ କୁରାନ ଏବଂ ନବି (ﷺ)ଙ୍କ ବାଣୀରୁ ଉତ୍ପନ୍ନ ଏହାର ଗୁରୁତ୍ୱପୂର୍ଣ୍ଣ ନୀତି , ଶିକ୍ଷା ଏବଂ ଗୁଣଗୁଡ଼ିକୁ ଦର୍ଶାଏ । ଏହି ବାର୍ତ୍ତା ସମସ୍ତ ମୁସଲମାନ ଓ ଅଣ - ମୁସଲମାନ ମାନଙ୍କ ପାଇଁ ତାଙ୍କ ନିଜ ଭାଷାରେ ,…
رسالة واحدة فقط!
କେବଳ ଗୋଟିଏ ବାର୍ତ୍ତା ! ଡ. ନାଜି ବିନ୍ ଇବ୍ରାହୀମ୍ ଅଲ୍ ଅର୍ଫଜ୍ । ସମର୍ପିତ । ସଚ୍ଚୋଟତା ଏବଂ ଆନ୍ତରିକତାର ସହିତ ସତ୍ୟର ଅନୁସନ୍ଧାନ କରୁଥିବା ବ୍ୟକ୍ତିଙ୍କ ନିମନ୍ତେ । ସଚେତନ ବ୍ୟକ୍ତିଙ୍କ ପାଇଁ।