Skip to content
رسول الإسلام محمد صلى الله عليه وسلم

رسول الإسلام محمد صلى الله عليه وسلم

ଅନନ୍ତ କୃପାଶୀଳ , ଅପାର ଦୟାମୟ ଅଲ୍ଲାହଙ୍କ ନାମରେ ପ୍ରାରମ୍ଭ । ଇସଲାମର ଧର୍ମପ୍ରଚାରକ /ନବି / ରସୁଲ ମୁହମ୍ମଦ ସଲ୍ଲଲ୍ଲାହୁ ଅଲୈହି ୱ ସଲ୍ଲମ୍ । ଇସଲାମର ଧର୍ମପ୍ରଚାରକ /ନବି / ରସୁଲ ମୁହମ୍ମଦ (ସଲ୍ଲଲ୍ଲାହୁ ଅଲୈହି ୱ ସଲ୍ଲମ୍) ଙ୍କର ଏକ ସଂକ୍ଷିପ୍ତ ସମୀକ୍ଷା, ଯେଉଁଥିରେ ମୁଁ ତାଙ୍କ ନାମ, ବଂଶ, ଦେଶ, ବିବାହ, ବାର୍ତ୍ତା, ସେ ଯାହା ଆହ୍ଵାନ କରିଛନ୍ତି, ନବି ହେବାର ଚିହ୍ନ, ତାଙ୍କ ନିୟମ, ଏବଂ ତାଙ୍କ ପ୍ରତି ବିରୋଧୀଙ୍କ ଆଭିମୁଖ୍ୟ ଇତ୍ୟାଦି ବିଷୟରେ ଆଲୋଚନା କରିଛି । [1] [1] ଅନୁବାଦକୁ ଧ୍ୟାନରେ ରଖି ମୁଁ ସର୍ବଦା ମୁହମ୍ମଦ (ﷺ)ଙ୍କ ଦୁଇଟି ଶବ୍ଦକୁ ଏକତ୍ର କରିବାକୁ ନିଶ୍ଚିତ କରିଥିଲି, ତେଣୁ ଏହା ଧ୍ୟାନ ଦିଆଯାଉ । ୧) ତାଙ୍କର(ﷺ) ନାମ, ବଂଶ, ଏବଂ ସହର ଯେଉଁଠାରେ ସେ ଜନ୍ମ ହୋଇଥିଲେ ଏବଂ ବଢିଥିଲେ । ନବି ମୁହମ୍ମଦ ବିନ୍…

Language: lang_or
Prepared by:
Version: 1.2

These files are generated automatically from the book's text; their layout may differ from the printed edition.

0%
Font size